ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ଵେଆଇନ ବାଲି ଟ୍ରକ ଜବତ ହୋଇଥିବା ଜଣାପଡିଛି । ମଣିନାଥପୁର ନିକଟ ଵୈତରଣୀ ନଦୀରୁ ଓଆର ୨୩ଡି ୦୧୩୩ଟ୍ରକଟି ଵାଲି ନେଇ ଆସୁଥିବା ବେଳେ ପୋଲିସ ଏହାକୁ ଜବତ କରିଥିଲା । ପୋଲିସ ଚାଳକ ବାଗୁଂର ମୁଣ୍ଡାକୁ ଗିରଫ କରିଥିବା ଜଣାପଡିଛି ।