ବାଲୁକା ଚିତ୍ର ମାଧ୍ୟମରେ ଜାତୀୟ ପିତାଙ୍କୁ ସମ୍ମାନ

ଭୁବନେଶ୍ୱର,(ୱାଇଏନ୍ଏସ୍): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ଜାତୀୟ ପିତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା | ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ନିଜର ଚିତ୍ର କଳାରେ ଜାତିର ଜନକ ମହାତ୍ମା ଗାନ୍ଧୀଜିଙ୍କ ପବିତ୍ର ଜନ୍ମ ଜୟନ୍ତୀର ସୂବେଚ୍ଛା ଜଣାଇ ଦେଶରେ ଶାନ୍ତି ମୈତ୍ରତା ସ୍ଥାପନ କରିବାକୁ ନିଜ ବାଲୁକା ଚିତ୍ର ଜରିଆରେ ଜଣାଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ