ବାଲୁଙ୍କେଶ୍ୱର ମନ୍ଦିରରେ ନୂତନ ରୋଷେଇ ଗୃହ ପାଇଁ ଶୁଭ ଦେଲେ ସରପଞ୍ଚ

କୁକୁଡାଖଣ୍ଡି, (ମେଘା ସାହୁ):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ରୋସେଇ ଗୃହ ନଥିବା ଯୋଗୁ ଠାକୁରଙ୍କ ଭୋଗ ରୋସେଇ ରେ ବହୁଅସୁବିଧା ହେଉଥିଲା ଏହାକୁ ଦୃଷ୍ଟିରେ ରଖି ଗ୍ରାମ ବାସୀଙ୍କ ଅନୁରୋଧ କ୍ରମେ ଗ୍ରାମର ସରପଞ୍ଚ ବସନ୍ତ କୁମାର ସାହୁ ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କ ନୀତି କାନ୍ତି ପାଇଁ ଏକ ରୋସେଇ ଗୃହ ନିର୍ମାଣ ନେଇ ଶୁଭଦେଇଥିଲ,ଏହି ଅବସରରେ ଅଭିରାମ ସେଠି, ରଞ୍ଜନ ସାବତଙ୍କ ସମେତ ଡି ନରସିଙ୍ଗୁଲୁ, ଏନ. ଆଦିକନ୍ଦ, ଓ. ରାମେୟାଙ୍କ ସମେତ ଗ୍ରାମର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ