ବାଲେଶ୍ୱର ଗ୍ରସ୍ତରେ ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ

ବାଲେଶ୍ୱର :- ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ ମଙ୍ଗଳବାର ଦିନିକିଆ ବାଲେଶ୍ବର ଗ୍ରସ୍ତରେ ଆସିଛନ୍ତି । ସେ ‘ମୋ ସରକାର ‘ ଓ ୫ଟି କ।ର୍ଯ୍ୟକ।ରିତ। ନେଇ ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ଆଇଜି ଦିପ୍ତେଶ ପଟନାୟକଙ୍କ ସମେତ ବାଲେଶ୍ବର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର ଏସପିଙ୍କ ସହ ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ ଆଲୋଚନା କରିଥିବାର ସୂଚନା ମିଳିଛି । ଏହି ବୈଠକରେ ଇଓଡ଼ବ୍ଲ୍ୟୁ ଅଧିକାରୀ (ଅର୍ଥ ନୈତିକ ଅପରାଧ ଶାଖା) ର ଘନଶ୍ୟାମ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ