ବାଲ ମୁକୁନ୍ଦି କେନ୍ଦ୍ର ତରଫରୁ ବିବିଧ କ୍ଷେତ୍ରରେ ବାଲ୍ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୧୦ ଡିସେମ୍ବର ୨୦୨୩ ଦୁନିଆର ଅନ୍ୟତମ ଭୂମିପୂଜନ ପ୍ରତିଶ୍ରୁତିର ୭୫ ତମ ବାର୍ଷିକୀ ପାଳନ ଏବଂ ମାନବ ଅଧୂକାରର ସୁରକ୍ଷା ଆମ କର୍ତ୍ତବ୍ୟ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଛି। ଏହି ଅବସରରେ ରବିବାର ଦିନ ନେତାଜୀ ସୁବାଷ ବସ୍ତିର ଜାଗିଲିରବିବାର ଦିନ ନେତାଜୀ ସୁବାଷ ବସ୍ତିର ଜାଗିଲି ସାହି କୋଠାଘର ଠାରେ ମାନବ ଅଧୂକାର ଦିବସ ପାଳନ କରାଯାଇଛି। ଏଥିରେ ବିଦ୍ୟାର୍ଥୀ ରୋହିତ ରାୟ ଓ ସୁମିତ୍ରା ନଡାଗନ ସହଯୋଗ କରିଥିଲେ I ଶନିବାର ଦିନ ଶେରି ସାହିର ଶ୍ରୀ ବେତାଳ ସ୍ବାମୀ ମନ୍ଦିରରେ ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପୂଜକ ও ବିଦ୍ଯାର୍ଥୀ งดุ. ଅନୁଷ୍ଠିତ ଜି.ଲକ୍ଷ୍ମୀନାରାୟଣ ବେଣୁଗୋପାଲ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗ ଦେଇ ନିଜର ଅଧୂକାର ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ ।