ବାସ୍ତୁରେ – ଫିଟିକିରି

୧.ଗୃହର ସଦସ୍ୟ ମାନଙ୍କ ମଧ୍ୟରେ ଆନ୍ତରିକତା ବଳବତର ରହିବା ନିମନ୍ତେ,
ପାଇଖାନା କିମ୍ବା ଗାଧୁଆ ଗୃହରେ ଫିଟିକିରି ୩ଖଣ୍ଡ ରଖିବେ ଏବଂ ପ୍ରତିମାସରେ ସେଗୁଡିକ ବଦଳରେ ନୂଆ ରଖିବେ ଓ ସେଗୁଡିକୁ କୌଣସି ଗରିବ ବାରିକଙ୍କୁ ଦାନ କରିଦେବେ ॥

୨.ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଥିଲେ
ଗୃହର ମୂଖ୍ୟ, କେହିନଜାଣିଲା ଭଳି ରାତିରେ ଶୋଇଲାବେଳେ ଫିଟିକିରି ଖଣ୍ଡେ ଜଳରେ ପକାଇ ନିଜ ଶୋଇବା ଖଟତଳେ ରଖିବେ, ସକାଳୁ ସ୍ନାନାଦି ଶୁଦ୍ଧସୌଚ ପରେ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ସେହି ଜଳକୁ ଅଶ୍ବସ୍ଥ ବୃକ୍ଷମୂଳରେ ସମର୍ପି ଦେବେ ॥

୩.ବ୍ୟବସାୟ ପ୍ରତିଷ୍ଠାନରେ ଲାଭ ବୃଦ୍ଧି ନିମନ୍ତେ —
ମୂଖ୍ୟଦ୍ବାରରେ ଖଣ୍ଡେ କଳା କପଡାରେ ଫିଟିକିରି ଗୋଟେ ବାନ୍ଧି ଦୁଆରବନ୍ଧ ଉପରେ ବାନ୍ଧିଦେବେ ॥

୪.ଶନି କିମ୍ବା ରାହୁଗ୍ରହ ଶାନ୍ତି ନିମନ୍ତେ –
ପ୍ରତିମାସ କୃଷ୍ଣପକ୍ଷ ୧୩ଶୀ ତିଥିରେ ଗାଧୋଇବା ଜଳରେ ଫିଟିକିରି ପକାଇ ଗାଧୋଇଲେ ଅଶୁଭତ୍ବ ଲାଘବ ହୋଇଥାଏ ॥

୫.ରାତିରେ ଫିଟିକିରି ଜଳରେ ଗୃହ ପୋଛିଲେ ଶାନ୍ତିବୃଦ୍ଧି ହୋଇଥାଏ ॥

୬. କୃଷ୍ଣପକ୍ଷ ନବମୀ ତିଥିରେ ୫ଖଣ୍ଡ ଫିଟିକ୍ରିି ଓ ଗୋଟେ ଅଣ୍ଟାରେ ଭିଡା ବେଲ୍ଟ (କମରପଟି) କୌଣସି ଅସହାୟକୁ ଦାନ କରିଲେ ଗୃହକର୍ତ୍ତାଙ୍କର ଅନେକ ରିଷ୍ଟ ଖଣ୍ଡନ ହୋଇଥାଏ ॥

GARGA JYOTISH
(ASTROLOGY & VASTU KUTIR)
Pandit Sripati Acharya
(Principal Astrology & Vastu Consultant cum Trainer)
TV ASTROLOGER
୯୪୩୮୩୮୯୦୩୯
୯୮୬୧୯୭୦୭୩୦
୦୬୭୪-୨୭୨୦୯୬୬
Web – www.gargajyotish.com,
email – gargajyotish@gmail.com
search on :—-
justdial &
Sulekha.com &
on youtube channel – gargajyotish
ଜୟ ଶ୍ରୀଜଗନ୍ନାଥ ଜୀ କୀ ଜୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ