ବାହା ହେବେ ଟେଲି ଅଭିନେତ୍ରୀ ମୋନା ସିଂହ

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ମୋନା ସିଂହ । ସୂଚନା ଅନୁଯାୟୀ ମୋନା ସାଉଥର ଶ୍ୟାମ୍ ନାମକ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ଆସନ୍ତା ୨୭ ରେ ବିବାହ କରୁଛନ୍ତି । ବିବାହ ପୂର୍ବରୁ ସେ ନିଜର ପ୍ରି-ୱେଡିଂ ସେରିମନି ସେଲେବ୍ରେଟ୍ କରୁଛନ୍ତି । ତାଙ୍କର ମେହେନ୍ଦି ସେରିମନିର ଫଟୋ ସବୁ ସୋଶାଲ୍ ମିଡିଆରେ ଅପଲୋଡ଼ କରିଛନ୍ତି । ଏବଂ ତାଙ୍କର ଘରଲୋକ ଓ କିଛି ନିକଟତର ବନ୍ଧୁ ସାମିଲ ଅଛନ୍ତି । ମୋନା ଖୁବ୍‌ ଶୀଘ୍ର ଆମୀର୍ ଓ କରୀନାଙ୍କ ଫିଲ୍ମ ଲାଲ୍ ସିଂହ ଚଢାରେ ନଜର ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ