ବାହୁଡିବେ ଜଗା କାଳିଆ

ଓଡିଶା ଫେରିବେ ଜଗା କାଳିଆ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା କାଳିଆର ଦୀଘଦିର୍ନ ଧରି ଚିକିତ୍ସତ ହେଉଛନ୍ତି ଦିଲ୍ଲୀ ଏମସରେ ସେମାନଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେଉଥିବାରୁ ତାଙ୍କୁ କଟକ ଏସ୍ସିସିବି ମେଡିକାଲକୁ ସ୍ତାନାନ୍ତରିତ କରାଯିବବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏନେଇ ଏସ୍ସିସିବି ମେଡିକାଲ କଲେଜରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏବଂ ଏଥିପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି । ସୂଚନା ଥାଉକି ଆସନ୍ତା ୭ ତାରିଖରେ ଓଡିଶା ପହଞ୍ଚବେ ଯୋଡାମୁଣ୍ଡ ଅଲଗା ଶିଶୁ ଜଗା କାଳିଆ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ