ବାୟୁସେନା ବିମାନ ନିଖୋଜ

ଭାରତୀୟ ବାୟୁସେନା ଏ-ଏନ୍-୩୨ ବିମାନ ଆକାଶ ମାର୍ଗରୁ ନିଖୋଜ ହୋଇଯାଇଛି । ବିମାନରେ ମୋଟ ୧୩ ଜଣ ଥିଲେ । ୧୩ ଜଣଙ୍କ ମଧ୍ୟରେ ୮ ଜଣ କର୍ମଚାରୀ ରହିଥିବା ବେଳେ ୫ୁ ଜଣ ଯାତ୍ରୀ ରହିଛନ୍ତି । ନିଖୋଜ ବିମାନକୁ ଠାବ କରିବା ନିମନ୍ତେ ସୁଖୋଇ ୩୦ ଏବଂ ୧୩୦ ବିମାନ ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ ସୋମବାର ମଧ୍ୟାହ୍ନରେ ବିମାନ ଆସାମର ବିମାନ ଜୋହାଟରୁ ଉଡାଣ କରିଥିଲା ଏହା ପରେ ଅରୁଣାଞ୍ଚଳ ଆକାଶ ମାର୍ଗରୁ ବିମାନଟି ନିଖୋଜ ହୋଇଯାଇଛି ।ଦିନ ୧ ଘଣ୍ଟା ସମୟରେ ବିମାନ ସହ ଯୋଗାଯୋଗ କରାଯାଇଥିଲା । ଏହା ପର ଠାରୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ