ବିଂଝାରପୁରରେ ରାଜନୈତିକ ହିଂସା

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ମାଁସଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠିର ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ପଞ୍ଚାୟତର ଗୌଡସାହି ଗ୍ରାମର ପ୍ରମୋଦ କୁମାର ମିଶ୍ର ଓ ଦୀପକ ମିଶ୍ରଙ୍କୁ ଗତକାଲି ବିଳମ୍ଵିତ ରାତିରେ ଭୁଜାଲିରେ ଆକ୍ରମଣ କରିଛନ୍ତି । ଉଭୟ ଏବେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ