ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋ ତଥା ସ୍ନାତକୋତର ପରୀକ୍ଷା ଫଳ ପ୍ରକାଶିତ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋ ତଥା ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି । କୋଭିଡ ଯୋଗୁଁ ପରୀକ୍ଷା ବିଳମ୍ବରେ ହୋଇଥିବା ବେଳେ ପରୀକ୍ଷା ଫଳ ମଧୟ ବିଳମ୍ବରେ ବାହାରିଛି । ଶେଷ ବର୍ଷ ସ୍ନାତକର କଳା ବିଭାଗରେ ଶତକଡା ୯୪ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ଉତ୍ତୀଣ୍ଣ ହାର ୯୭ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ଉତ୍ତୀଣ୍ଣ ହାର ୯୭ ପ୍ରତିଶତ ହୋଇଛି । ସ୍ନତୋକରେ କଲେଜ ଟପ୍ପର ବିଭୁପ୍ରସାଦ ନେପାକହୋଇଥିବା ବେଳେ ସ୍ନାତୋକୋତ୍ତରରେ ଆଲିସମିତା ପାଣ୍ଡିଆ ଟପ୍ପର ହୋଇ କଲେଜର ନାମ ରଖିଛନ୍ତି । ସେହିପରି ସ୍ନାତକୋତରରେ ଉଦବିଦ ବିଜ୍ଞାନ ବିଭାଗ ୧୦୦ ପ୍ରତିଶତ, ରାସାୟନ ବିଜ୍ଞାନ ୯୩ ପ୍ରତିଶତ, ବୈଷୟିକ ବିଜ୍ଞାନ ବିଭାଗ ୮୯ ପ୍ରତିଶତ, ଗଣିତ ବିଭାଗ ୧୦୦ ପ୍ରତିଶତ, ପଦାର୍ଥ ବିଜ୍ଞାନ ବିଭାଗ ୧୦୦ ପ୍ରତିଶତ , ପ୍ରାଣି ବିଜ୍ଞାନ ବିଭାଗ ୧୦୦ ପ୍ରତିଶତ, ଅର୍ଥନିତି ବିଭାଗ ୯୨ ପ୍ରତିଶତ, ଇଂରାଜି ବିଭାଗ ବିଭାଗ ୯୪ ପ୍ରତିଶତ, ଇତିହାସ ବିଭାଗ,୮୪ ପ୍ରତିଶତ, ଓଡିଆ ବିଭାଗ୧୦୦ ପ୍ରତିଶତ, ଦର୍ଶନସାତ୍ର ବିଭାଗ ୧୦୦ ପ୍ରତିଶତ,  ରାଜନିତି ବିଜ୍ଞାନ ୯୨ ପ୍ରତିଶତ, ସମାଜ ବିଜ୍ଞାନ ବିଭାଗ ୧୦୦ ପ୍ରତିଶତ, ବାଣିଜ୍ୟ ବିଭାଗ ୧୦୦ ପ୍ରତିଶତ,ଏମପି ଏମପିଏମଆଇଆର ବିଭାଗ ୧୦୦ ପ୍ରତିଶତ ପାସ ହୋଇଛନ୍ତି । ଉତ୍ତମ ସ୍ନାତକୋତର ଅର୍ଥନିତିରେ ଶୁଭଶ୍ରୀ ପାତ୍ର ୧୪୫୬ ମାର୍କ ରଖିଥିବା ବେଳେ ଇଁରାଜୀରେ ଶ୍ରୃତି ଭଟ୍ଟ ମିଶ୍ର ୧୩୬୮, ଇତିହାସରେ ସମୁନ ବେବ୍ରତା ୧୪୪୧ ମାର୍କ ରଖିଥିବା ବେଳେ ଓଡିଆରେ ଦିପିକା ନାୟକ ୧୫୯୧ ମାର୍କ ରଖିଥିବା ବେଳେ ଦର୍ଶନ ସାତ୍ରରେ ରଜନି କାନ୍ତା ସିଚୁଆନ ୧୪୯୪, ରାଜନିତି ବିଜ୍ଞାନ ଦିପିକା ସାମନ୍ତରାୟ ୧୫୧୮ ମାର୍କ ରଖିଛନ୍ତି । ସେହିପରି ବାଣିଜ୍ୟରେ ହାତିମା ବେଗୁମ ୧୫୨୫ ମାର୍କ ରଖିଥିବା ବେଳେ ଏମପିଏମଆଇଆର ସସ୍ମିତା ପାତ୍ର ୧୪୮୬, ଉଦଭିଦ ବିଜ୍ଞାନରେ ବିଜୟ ଲକ୍ଷ୍‌ମୀ ନାୟକ ୧୭୨୧, ପଦାର୍ଥ ବିଜ୍ଞାନରେ ଲିପା ମହାନ୍ତି ୧୬୫୬ ବୈଷୟିକ ବିଜ୍ଞାନ ଏ. କ୍ରିଷ୍ମା ୧୫୯୩, ଗଣିତ ବିଭାଗରେ ବିବି ସାହାସଲମା ୧୭୩୫, ପଦାର୍ଥ ବିଜ୍ଞାନ ସଂଯୁକ୍ତା ନାୟକ ୧୭୧୩, ପ୍ରାଣି ବିଜ୍ଞାନ ଆଲେସ୍ମିତା ପାଣ୍ଡିଆ ୧୭୫୩ ମାର୍କ ରଖି ଉତ୍ତିଣ୍ଣ ହୋଇଛନ୍ତି । ସେହିପରି ସ୍ନତୋକ ରେ ଉଦଭିଦ ବିଜ୍ଞାନରେ ପ୍ରଣତି ପରିଡା ୨୦୧୬ ମାର୍କ ରଖିଥିବା ବେଳେ ରାସାୟନିକ ବିଜ୍ଞାନ କୌଷିକ ମିଶ୍ର ୨୦୩୩ ମାର୍କ ରଖିଥିବା ବେଳେ ବୈଷୟିକ ବିଜ୍ଞାନ ବେଭି ରେଡ୍ଡି ତ୍ରିଦେବ୧୯୮୯ ମାକ ରଖିଥିବା ବେଳେ ଗଣିତ ଶ୍ରିୟାରାଣି ପଣ୍ଡା୧୯୯୨ ମାର୍କ ରଖିଥିବା ବେଳେ ପଦାର୍ଥ ବିଜ୍ଞାନ ବିଭୁ ପ୍ରସାଦ ନେପାକ୨୦୬୧ ମାର୍କ ରଖିଥିବା ବେଳେ ପ୍ରାଣି ବିଜ୍ଞାନରେ ଶୁଭସ୍ୱତା ମହାରଣା୨୦୪୧ ମାର୍କ ରଖିଛନ୍ତି । ସେହିପରି କଳା ବିଭାଗର ଅର୍ଥନିତିରେ ବୃନ୍ଦା ବୋଡା୧୭୩୬ ମାର୍କ ରଖିଥିବା ବେଳେ ଇଂରାଜିରେ ଉଷାଶ୍ରୀ ମିଶ୍ର୧୮୪୮ ମାର୍କ ରଖିଥିବା ବେଳେ ଇତିହାସ ମୋହିନି ବିଷୋୟୀ୧୭୫୨ ମାର୍କ ରଖିଥିବା ବେଳେ ଓଡିଆରେ ସନ୍ତୋଷ ମିତା ମାଝି ୧୭୭୮ ମାର୍କ ରଖିଥିବା ବେଳେ ଦର୍ଶନପାତ୍ର ସିଲତ ବେହେରା୧୯୨୯ ମାର୍କ ରଖିଥିବା ବେଳେ ରାଜନିତି ର୍ବାଜ୍ଞାନ ରେ ମିତା ସତପଥି୧୮୫୪ ମାର୍କ ରଖିଥିବା ବେଳେସମାଜ ବିଜ୍ଞାନରେ ସଂନ୍ଧ୍ୟା ରାଣି ପାତ୍ର୧୭୯୮ ମାର୍କ ରଖିଛନ୍ତି । ସେହିପରି ୯୫ ପ୍ରତିଶଥ ପରୀକ୍ଷାର୍ଥି ପାସ ହୋଇଥିବା ବେଳେ ବିସିଏରେ ୯୬ ପ୍ରତିଶତ ପାସ ହୋଇଛନ୍ତି । ବିବିଏରେ ଆକୁପାଲି ଡିମ୍ପଲ୧୯୦୧ ମାର୍କ ମାର୍କ ଚପ୍ପର ହୋଇଥିବା ବେଳେ ବିସିଏ ରେ ମାନିସା ଦାସ୧୯୭୦ ମାର୍କ ରଖି ଟପ୍ପର ହୋଇଥିବା ବିଷୟ କଲେଜ ଅଧ୍ୟକ୍ଷ ଗୋପାଳ ହଲଦାର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ