ବିଜୁ ଜନତା ଦଳର ସାଂଗଠନିକ ବିଷୟରେ ଆଲୋଚନା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ପୌର ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ – ୨ ଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟ କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ବିଜୁ ଜନତା ଦଳର ୧୩ ଗୋଟି ୱାର୍ଡ ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ ବିଜୁ ଜନତା ଦଳର ସାଂଗଠନିକ ବିଷୟରେ ଆଲୋଚନା କରିଛନ୍ତି ।


