ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟ କ୍ରମ ଅନୁଷ୍ଠିତ
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲାର ଅଢଙ୍ଗା ପଞ୍ଚାୟତ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପବିତ୍ର ଗୁରୁଦିବସରେ ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମାନ୍ଯବର ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ଉଦ୍ ଘାଟିତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ଜ୍ଯୋତି ରଞ୍ଜନ ଦାସ ,ଡାକ୍ତର ଶରତ କୁମାର ପରିଡା, ବାଲିକୁଦା ବ୍ଲକ୍ ଅଧ୍ଯକ୍ଷା ମଧୁସ୍ମିତା ସାହୁ, 2ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ଜୟଶ୍ରୀ ଦର୍ପ ଦଳିନୀ ମଲ୍ଲିକ, ବାଲିକୁଦା ବ୍ଲକ୍ ସଭାପତି ରତ୍ନାକର ନାୟକ, ରାଜ୍ୟ ଯୁବ ବିଜେଡି ସଂଗଠକ ସଦସ୍ୟ କମଳା କାନ୍ତ ମହାପାତ୍ର ,ଜିଲ୍ଲା ବିଜେଡ଼ି ସଭାପତି ସୌମ୍ଯଜୀତ୍ ମହାପାତ୍ର ,ଅଢଙ୍ଗା ସରପଞ୍ଚ