ବିଜୁ ପ୍ରତିଷ୍ଠା ଦିବସ ପାଳିତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକଡ଼ାଖଣ୍ଡି ରେ ଆଜି ସତେଇ ତମ ବିଜୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ! ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷମାଲ୍ୟ ବିଜେଡି କର୍ମୀମାନେ ଅର୍ପଣ କରିସାରିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୁଷମାଲ୍ୟ ଅର୍ପଣ କରିଥିଲେ ! ଏ ଅବସରରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର , ବିସିସି ସଭାପତି ଶିବ ରାମ ପାତ୍ର, ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁ ପ୍ରୀୟା ପାତ୍ର, ପୂର୍ବତନ ବିଡିଏ ଅଧକ୍ଷ କୈଳାସ ରଣା, ବିଜେଡି କର୍ମୀ ସନାତନ ସଂଗ୍ରାମ ସିଂ,ଭିନକ୍ଷମ ନେତା କେ ମଣି ବାବୁ ସମେତ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ହୋଇ ବିଜୁ ବାବୁ ଙ୍କ ଗୁଣ ଗାନ କରିବା ସହ ନବୀନ ବାବୁ ସାରା ଓଡ଼ିଶା ପାଇଁ କଣ କରିଛନ୍ତି ସେ ନେଇ ଆଲୋକ ପାତ କରିଥିଲେ , ସେହିପରି କୁକୁଡାଖଣ୍ଡି ପଂଚାୟତ କାର୍ଯ୍ୟାଳୟ ରେ ବିଜୁ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟ ତଥ ଓ କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠି ଙ୍କ ଅଧକ୍ଷ ତାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ! ବିଜେଡି କାର୍ଯ୍ୟ କାରିଣୀ ସଭ୍ୟ ବିପ୍ଳବ ପାତ୍ର ଉପସ୍ଥିତ ହୋଇ ଏହି ରକ୍ତଦାନ ଶିବିର କୁ ଉଦଖାଟନ କରିଥିବା ବେଳେ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା , ବିସିସି ସଭାପତି ଶିବ ରାମ ପାତ୍ର ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁ ପ୍ରୀୟା ପାତ୍ର , ବରିଷ୍ଠ ବିଜେଡି କର୍ମୀ ସନାତନ ସଂଗ୍ରାମ ସିଂ , ସୀତାରାମ ସାହୁ ,ଭବାନୀ ଶଙ୍କର ବିଶ୍ୱାଳ , ଦିଲୀପ ପାତ୍ର , ପ୍ରଗତି ଦଳାଇ , ଯୁବ ନେତା କେ ଅଭିନାଶ , ରୋଶନ , କେ ମଣି ବାବୁ , ସଞ୍ଜୟ ସାହୁ ସମେତ ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିବା ବେଳେ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ,! ଏମ କେ ସି ଜି ରକ୍ତଦାନ କେନ୍ଦ୍ର ର କର୍ମଚାରୀ ଆସି ରକ୍ତ ସଂଗ୍ରହ କରୁଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ