ବିଜୁ ଯୁବବାହିନୀ ଦ୍ୱାରା ପୈାରାଚଂଳରେ ରାସନ ସାମଗ୍ରୀ ବଂଟନ
କେନ୍ଦ୍ରାପଡା:ବିଜୁ ଯୁବ ବାହିନୀ ଦ୍ୱାରା ଆଜି କେନ୍ଦ୍ରାପଡା ପୈାରାଚଂଳରେ ଘରକୁ ଘର ବୁଲି ରାସନ ସାମଗ୍ରୀ ଓ ସଉଦା ବଂଟନ କରାଯାଇଥିବା ଦେଖାଯାଇଛି । ପୈାରାଚଂଳ ବିଜୁଯୁବ ବାହିନୀର ସଦସ୍ୟଓ ସଦସ୍ୟାମାନେ ଆଜି ପୈାରାଚଂଳର ପ୍ରତ୍ୟେକ ୱାର୍ଡରେ ଘରକୁ ଘର ଯାଇ ଲୋକମାନଙ୍କୁ ରାସନ ସାମଗ୍ରୀ ଓ ସଉଦା ଯୋଗାଇଦେଇଥିବା ଜଣାପଡିଛି । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଲୋକମାନେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉନଥିବା ବେଳେ ବିଜୁ ଯୁବ ବାହିନୀର ସଦସ୍ୟସଦସ୍ୟାମାନେ ଲୋକମାନଙ୍କୁ ଏଭଳି ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି