ବିଜେଡ଼ି ର ବରିଷ୍ଠ ନେତା ଥମାସମାଇକେଲଙ୍କ ପରଲୋକ
ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ପଞ୍ଚାୟତର ବରିଷ୍ଠ ବିଜେଡ଼ି ନେତା ଙ୍କ ପରଲୋକ ନିଜ ଘରେ ହଁ ଆଜି ତାଙ୍କ ଦେହାନ୍ତ ହୋଇଛି | ସେ କିଛି ଦିନ ହେବ ଅସୁସ୍ଥ ଥିଲେ , ସେ ବିଜୁ ବାବୁ ଅମଳରୁ ରାଜନୀତି ଆରମ୍ଭ କରିଥିଲେ ଏବଂ ସେ ଚେୟାରମ୍ୟାନ ଥିଲେ , ସୂର୍ଯ୍ୟପାତ୍ରଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା | ସେ ରହୁଥିବା ଅଞ୍ଚଳର କିଛି ବିକାଶ ମଧ୍ୟ କରିଛନ୍ତି | ରାଜନୀତି ରେ ଜଣେ ପୁରୁଖା ନେତା ଥମାସ ମାଇକେଲ , ତାଙ୍କ ଦେହାନ୍ତ କଥା ଶୁଣି ବିଜେଡ଼ି ଦଳରେ ଗଭୀର ଦୁଃଖପ୍ରକାଶ କରିଛନ୍ତି | କର୍ମୀମାନେ ଓ ନେତା ମାନେ ଅନ୍ତରଜାମୀଗମାଙ୍ଗ ରଞ୍ଜୀବ ଶବର ରାଜେନ୍ଦ୍ର ନାୟକ , ଫିରଜ ପଟ୍ଟନାୟକ ,ଶିବ ସାହୁ ,ଉମା ସାହୁ, ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି