ବିଜେଡିକୁ ଝଟକା ପରେ ଝଟକା

ବିଜେଡି କୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । କେତେବେଳେ ବିଜେଡି ଦଳର କର୍ମୀ ଓ ସାଂସଦ କେତେ ବେଳେ ଟିକେଟରୁ ବଞ୍ଚିତ ହେବାର କାରଣ ଦର୍ଶାଇ ଦଳ ଛାଡୁଛନ୍ତି ତ କେତେ ବେଳେ ଦଳୀୟ ଅସନ୍ତୋଷ ର କାରଣ ଦର୍ଶାଇ ଦଳ ଛାଡୁଛନ୍ତି ଆଉ କେତେ ବେଳେ ଦଳରୁ ବହିଷ୍କୃତ ହୋଇଥିବା ନେତା ଅନ୍ୟ ଦଳରେ ସାମିଲ ହେଉଛନ୍ତି । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦଳ ଛାଡିଛନ୍ତି । ଦଳ ତାଙ୍କୁ ଟିକେଟ ନଦେଇ ଅଣଦେଖା କରୁଥିବାରୁ ରାଜେଶ୍ୱରୀ ସିଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଥା ସାଂସଦ କହିଛନ୍ତି । ବିଜେଡି ଦଳର ସୁପ୍ରିମୋ ନବୀନଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ଏହା ସହ ସେ କହିଛନ୍ତି ସ୍ୱାମୀ ଦେହାନ୍ତ ହେବା ପରେ ବିଧାୟକ ଅରୁଣ ସାହୁ ତାଙ୍କୁ ବହୁତ ହଇରାଣ କରିଥିବା କଥା ସେ କହିଛନ୍ତି । ଗତକାଲି ସେ କହିଥିଲେ ଟିକେଟ ନମିଳିଲେ ନୟାଗଡ ନିର୍ବାଚନ ମଣ୍ଡଳିରୁ ଲଢିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ