ବିଜେଡିର ଜନସଂପର୍କ ପଦ ଯାତ୍ରା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଭଂଜନଗର ନିର୍ବାଚନ ମଣ୍ଡଳୀର ବାରୁଡା ଗ୍ରାମପଞ୍ଚାୟତର ରାଇପଲ୍ଲୀ ଠାରୁ ଲେମ୍ଭେଇ ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଲେମ୍ଭେଇ ଗ୍ରାମ ପଂଚାୟତ ଠାରେ ବିଜୁ ଯୁବ ବିକାଶ କେନ୍ଦ୍ର, ମହିଳା ସ୍ୱୟଂସହାୟକ ଗୋଷ୍ଠୀକେନ୍ଦ୍ର ଓ ଲେମ୍ଭେଇ ଯାତ୍ରୀ ବିଶ୍ରାମଗାରାର ଶୁଭ ଉଦ୍ ଘାଟନ କରିଛନ୍ତି । ଏହି ଜନ ସମ୍ପର୍କ ପଦଯାତ୍ରା ରେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ