ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଓ ସଭ୍ୟ ସଂଗ୍ରହ ଅଭିଯାନ ବୈଠକ

ଗଂଜାମ, (ଯୁଗାବ୍ବ ନ୍ୟୁଜ) ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ କପିଳେଶ୍ୱର ମନ୍ଦିର ପରିସରରେ ବିଜେଡିର ୧୪ଓ ୧୫ ନମ୍ବର ଜୋନସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଓ ସଭ୍ୟ ସଂଗ୍ରହ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ ଙ୍କ ସଭାପତିତ୍ୱ ରେ ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୂର୍ବତନଉପବାଚସ୍ପତି ତଥା ରାଜ୍ୟ କୃଷି ବିପିଣନ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଅତିଥି ରୂପେଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ, ବିଶେଷ କରି ୫-ଟିର କାର୍ଯ୍ୟସୂଚ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଉନ୍ନୟନ କାର୍ଯ୍ୟ କୁଆଗେଇବା ପାଇଁ ସହଯୋଗ କାମନା କରିଥିଲେ । ଏହିଅବସରରେ ନିର୍ବାଚନ ମଣ୍ଡଳୀ ରେ ସଭ୍ୟ ସଂଗ୍ରହ ଅଭିଯାନ କିପରି ଅଧିକରୁ ଅଧିକ ହେବ ସେନେଇ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆଦି କାନ୍ଧ ସେଠି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥପାହାନ, ଛାତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜେଡି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, କାର୍ଯ୍ୟ କାରୀନି ସଭ୍ୟ ରବୀନ୍ଦ୍ର ନାଥ ପଣ୍ଡା, ବିଜୁଶ୍ରମିକ ଜିଲ୍ଲାଉପସଭାପତି ଶଙ୍କର ଦାସ , ସରପଞ୍ଚ ସାମା ରେଡି, ଚନ୍ଦ୍ରମୋହନ ସାହୁ, ସରପଞ୍ଚ ପ୍ରତିନିଧି ଟୁକୁନାଦଳେଇ, କେଦାର ସ୍ୱାଇଁ1, ସମିତି, ଛାୟା କାନ୍ତ ପ୍ରଧାନ, ଗଗନ ସ୍ୱାଇଁ, ଜିଲ୍ଲା ସମ୍ପାଦକ ତପନ ପାଢ଼ୀ, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ରଘୁସାହୁ, ସୌଦା ମିନି ବିଶ୍ୱାଳ, ବିଜୟ ବିଶ୍ୱାଳ, ବ୍ଲକ ଯୁବ ବିଜେଡି ସଭାପତି ଶିବ ସ୍ୱାଇଁ, ପୂର୍ବତନ ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ମହିଳା ନେତ୍ରୀ ସ୍ୱର୍ଣ୍ଣ ବାଳ ବିଶୋଇ, ପୂର୍ବତନ ସରପଞ୍ଚ ଅନ୍ତରଜ୍ୟାମି ବେହେରା, ଗୋବିନ୍ଦ ରେଡି, ପୂର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକି, ଯୁବନେତା ଅଭିନାଶ ବେହେରା, କୃଷ୍ଣପ୍ରଧାନ, ଉମା କାନ୍ତ ରେଡି, ଶ୍ରୀକାନ୍ତମହାନ୍ତି, ରଞ୍ଜିତ ପଲେଇ, ମସ୍ୟ ଜୀବି ନେତା ସନାତନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧି ସୁଧିର ପାଢ଼ୀ, ଯୁବନେତା ହାଡ଼ିଆ ମହାପାତ୍ର କାମା ପଲେଇ, ପ୍ରମୁଖ ଙ୍କ ସମେତ ଗଂଜାମ ଓ ରମ୍ଭା NAC , ଗଞ୍ଜାମ ବ୍ଲକ ର ଶତାଧିକ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ