ବିଜେପିକୁ ଅଭିଯୋଗ କରି ଆତ୍ମହତ୍ୟା କଲେ ଚାଷୀ

ନିର୍ବାଚନ ପୁର୍ବରୁ ଜଣେ ଚାଷୀ ବିଜେପିକୁ ଭୋଟ ନଦେବା ପାଇଁ ଲେଖି ଆତ୍ମହତ୍ୟା କରିଛନ୍ତି । ବିଜେପି ସରକାରଙ୍କୁ ଭୋଟ ଦେଲେ ଆଗାମୀ ଦିନରେ ଚାଷୀ ମାନଙ୍କୁ ମୋଦୀଙ୍କ ଭଳି ଆମକୁ ମଧ୍ୟ ଚା ବିକ୍ରି କରିବାକୁ ପଡିବ ବୋଲି କହିଛନ୍ତି । ଏହା ସହ ବିଗତ ୫ ବର୍ଷ ମଧ୍ୟରେ ବିଜେପି ସରକାର ଚାଷୀ ମାନଙ୍କୁ ହନ୍ତସନ୍ତ କରି ଚାଷୀର ଜୀବନକୁ ନଷ୍ଟ କରିଦେଇଛନ୍ତି । ଆଗାମୀ ଲୋକସଭାରେ ନିର୍ବାଚନରେ ଭୋଟ ଦେବନାହିଁ । ଯଦି ବିଜେପିକୁ ଭୋଟ ଦେବେ ତେବେ ଚାଷୀ ମାନଙ୍କୁ ଚା ବିକିବାକୁ ବାଧ୍ୟ କରିହେବେ ବୋଲି ନିଜ ସୁଇସାଇଡ ନୋଟରେ ଇଶ୍ରର ଲେଖିଛନ୍ତି । ଆତ୍ମହତ୍ୟାର ସତ୍ୟତା ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ