ବିଜେପିରେ ଯୋଗଦେବେ ଅର୍ଜୁନ!
ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଙ୍କ ପ୍ୁୃଅଙ୍କୁ ବିଜେଡି ଦଳ ତରଫରୁ ଟିକେଟ ନମିଳିବାରୁ ସାଂସଦ ୍ରଅସନ୍ତୋଷ ପ୍ରକାଶ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦାରୁ ଇସ୍ତଫା ଦେଇଛନ୍ତି ।ବିଜେଡିରୁ ଇସ୍ତଫା ପରେ ସେ ବିଜେପିର ଯୋଗଦାନ କରିବା ପାଇଁ ଜୋରଦାର ଚର୍ଚ୍ଚା ଚାଲିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ପଠାଇଛନ୍ତି ।