ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପାର୍ଥୀ ତାଲିକ ଘୋଷଣା
ପ୍ରଥମ ପର୍ଯ୍ୟାୟରେ ବିଜେପିର ୯ଟି ଲୋକସଭା ଓ ୨୨ଟି ବିଧାନସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କରିସାରିବା ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପାର୍ଥୀପତ୍ର ଘୋଷଣା କରିଛି ।
ଲୋକ ସଭା ପ୍ରାର୍ଥୀ ତାଲିକା
କନ୍ଧମାଳ- ଐରଖାରବେଳ ସ୍ବାଇଁ
କଟକ- ପ୍ରକାଶ ମିଶ୍ର
ବିଧାନସଭା ପ୍ରାର୍ଥୀ ତାଲିକା
ଝାରସୁଗୁଡ଼ା-ଦିନେଶ ଜୈନ
ରେଢ଼ାଖୋଲ-ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରିପୋଖରୀ-ବଦ୍ରିନାରାୟଣ ଧଳ
ଭଦ୍ରକ-ଡ. ପ୍ରଦୀପ ନାୟକ
ଫୁଲବାଣୀ-ଦେବନାରାୟଣ ପ୍ରଧାନ
ପାରାଦୀପ-ସମ୍ପଦ ସ୍ବାଇଁ
ଜୟଦେବ-ନରେନ୍ଦ୍ର ନାୟକ
ଜଟଣୀ-ବିଶ୍ୱରଞ୍ଜନ ବଡ଼ଜେନା
ବେଗୁନିଆ-ରିଷଭ ନନ୍ଦ


