ବିଜେପି ନଗର ଉପସଭାପତି ଭାବେ ଆକାଶ ପଟ୍ଟନାୟକ ମନୋନୀତ

ହିଂଜିଳିକାଟୁ, ୧୦ା୭ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ନଗର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ଦଳର ପୂର୍ବତନ ସାଧାରଣ ସମ୍ପାଦକ ଆକାଶ ପଟ୍ଟନାୟକଙ୍କୁ ନଗର ଉପସଭାପତି ଭାବେ ମନୋନୀତ କରାଯିବା ସହ ସଙ୍ଗଠନ ପର୍ବ’ ସଦସ୍ୟତା ଅଭିଯାନ ୨୦୧୯’ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ବିଜେପି ସଭାପତି ମାଧବ ଗୌଡ଼ଙ୍କ ପ୍ରସ୍ତାବ କ୍ରମେ ସର୍ବସମ୍ମତି କ୍ରମେ ଆକାଶଙ୍କୁ ନଗର ଉପସଭାପତି ଭାବେ ମନୋନୀତ କରାଯାଇଛି ବୋଲି ନଗର ସାଧାରଣ ସମ୍ପାଦକ ଭୂବନେଶ୍ୱର ନାହାକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ