ବିଜେପି ନେତା ବିଶ୍ୱଭୁଷଣ ହରି ଚନ୍ଦନ ହେଲେ ଆନ୍ଦ୍ର ପ୍ରଦେଶର ହେଲେ ନୂତନ ରାଜ୍ୟପାଳ
( ଯୁଗାବ୍ଦ ନ୍ୟୁଜ୍) : ବିଜେପିର ବରିଷ୍ଠ ନେତା ତଥା ପୁର୍ବତନ ମନ୍ତ୍ରୀ ବିଶ୍ୱଭୁଷଣ ହରି ଚନ୍ଦନ ଙ୍କୁ ଆନ୍ଦ୍ର ପ୍ରଦେଶର ରାଜ୍ୟପାଳ ଭାଳେ ନିଯୁକ୍ତି ଦେଇଛନ୍ତି ରଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାର ଏହି ବରିଷ୍ଠ ନେତା ପୂର୍ବରୁ ପାଞ୍ଚ ଥର ବିଧାୟକ ଭାବେ ନିଯୁକ୍ତି ହୋଇଥବା ବେଳେ ବିଜେଡି ଓ ବିଜେପି ମେଣ୍ଟସରକାରରେ ବହୁ ଗୁରୁତ୍ୱପୂଣ୍ଣ ବିଭାଗରେ ନିଜର ପାରିଦର୍ଶିତା ଦେଖାଇସାରିଛନ୍ତି ।