ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହାଟଡିହିି, (ବିକାଶ ବିଶ୍ୱାଳ):ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ରକ୍ରମର ଶୁଭାରମ୍ଭ କରାଯାଇଛି । ସମଗ୍ର ବିଶ୍ୱକୁ ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ତଥା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ସ ଆଗ୍ରହ ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୃକ୍ଷ ରୋପଣ ଏକ ଜନ ଆନେ୍ଦାଳନର ରୁପ ନେଇଛି । ଏହି କ୍ରମରେ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ହାଟଡିହି ବ୍ଲକରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଜି ହାଯଡିହି ଠାରେ ଏହି କାଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପ୍ରତି ଗ୍ରାମରେ ପରିବେଶ ସୁରକ୍ଷା ଦିଗରେ ନିଜ ଭୁମିକାକୁ ସୁରକ୍ଷିତ କରିବା ଉଦେ୍ଦଶ୍ୟରେ ଏହି କାର୍ଯ୍ୟକ୍ରମ ମାନ କରାଯାଇ ବୃକ୍ଷରୋପଣ କରାଯିବ ସେନେଇ ବ୍ୟବସ୍ଥା କରାଯାଇଥିବା ବିଜେପି ନେତା ଆଲୋକ ସେଠୀ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ