ବିଜେପି ହାତ ଛାଡିଲା ଜେଡିୟୁ

ମୋଦୀଙ୍କ ନୁତନ ମନ୍ତ୍ରୀମଣ୍ଡଳରେ ଜେଡିୟୁର କୌଣସି ମନ୍ତ୍ରୀ ସାମିଲ ନହେବା ପରେ ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ । ଆଜି ରଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସର୍ୱଶେଷରେ ବରିଷ୍ଠ ନେତାମାନେ ନିଷ୍ପତ୍ତି ନେଲେ ଯେ ଆଗାମୀ ଦିନରେ ହେବାକୁ ଥିବା ୪ଟି ରାଜ୍ୟ ଯଥା ଦିଲ୍ୀ , ହରିଆଣା, ଜାମ୍ମୁ କାଶ୍ମୀରୀ ଝାଡଖଣ୍ଡ ଦଳ ଏକାକୀ ନିର୍ବାଚନୀ ଲଢିବ ବୋଲି ସୁଚନା ଦେଇଛି । ସୁଚନାଥାଉକି, ମୋଦୀ ଦ୍ୱିତୀୟ ଇନଂସି ଆରମ୍ଭ କରିବା ସମୟରେ ଜେଡିୟୁ ୨ଟି ମନ୍ତ୍ରୀ ପଦ ଦାବି କରିଥିଲା ଯାହାକୁ ପ୍ରତ୍ୟାଖାନ କରିଥିଲା ବିଜେପି । ଫଳରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଜେଡିୟୁର କୌଣସି ସାଂସଦ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ