ବିଜେପୁରର ରୀତା ସାହୁ ହେଲେ ବିଜେଡି ପ୍ରାର୍ଥୀ : ଘୋଷଣା କଲେ ନବୀନ

ଭୂବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମୁଖିଆ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁୂର୍ବରୁ ବହୁ ରାଜନୀତିରେ ବହୁ ଚର୍ଚ୍ଚିତ ରହିଥିବାରୁ ବିଜେପୁରକୁୂ ଅଧ୍ଚଳ ଫୋକସ କରାଯିବ ବୋଲି ମୁୂଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ନବୀନ ପକ୍ଷରୁ ତାଙ୍କ ସ୍ତ୍ରୀ ରୀତାଙ୍କୁ ବିଜେଡି ତରଫରୁ ଟିକେଟ ଦିଆଯାଇଥିଲା ।ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ଦୁଇଟି ଆସନରୁ ଲଢିଥିଲେ । ଦୁଇଟି ଯାକ ଆସନ ମଧ୍ୟରୁ ନବୀନ ବାଜିମାତ୍ କରିଥିଲେ । ଏହାପରେ ନିଜର ପୁରୁ୍ଣା ଗଡ କୁହାଯାଉଥିବା ହିଞ୍ଜିଳି ଆସନକୁ ରଖି ବିଜେପୁରରୁ ଇସ୍ଥଫା ପ୍ରଦାନ କରିଥିଲେ । ସେହିପରି ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାକୁ କଂଗ୍ରେସ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ବିଜେପୁର ପାଇଁ ଆଶା ରଖିଥିବା ବରିଷ୍ଠ ନେତା ରପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠୀଙ୍କୁ ନିରାଶ ହେବାକୁ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ