ବିଜ୍ଞାପିତ ଅଂଚଳ ପରିଷଦ , କୋଦଳା ,ଗଂଜାମ .

୧. ଡୋର ଟୁ ଡୋର କଲେକ୍ସନ ମାଧ୍ୟମରେ ଘରୁ ବାହାରୁଥିବା ସମସ୍ତ ଆବର୍ଜନାକୁ ପରିଷଦର ଗାଡିରେ ଦିଅନ୍ତୁ ।
୨.ପ୍ରତ୍ୟେକ ୱାର୍ଡର ଡଷ୍ଟବିନକୁ ବ୍ୟବହାର କରନ୍ତୁ ।
୩. ସର୍ବସାଧାରଣ ରାସ୍ତାରେ ନିର୍ମାଣ ସାମଗ୍ରୀ ଯଥା ଇଟା , ବାଲି ,ମାଟି ,କାଠ, ବାଉଁଶ ଆଦି ପକାଇ ଯାତାୟତରେ ବ୍ୟାଘତ କରନ୍ତୁ ନାହିଁ ।
୪. ରାସ୍ତା ପାଶ୍ୱର୍ରେ ଝାଡା ଫେରନ୍ତୁ ନାହିଁ ।
୫.ନିଜ ଗୃହକୁ ପାଣି ସଂଯୋଗ କରିବା ପାଇଁ ପରିଷଦର ବିନାନୁମତିରେ ରାସ୍ତା ଖୋଳନ୍ତୁ ନାହିଁ ।
୬.ନୂତନ ଗୃହ ନିର୍ମାଣ ପାଇଁ ପରିଷଦ ଦ୍ୱାରା ଅନୁମୋଦିତ ପ୍ଲାନ ନେଇ ଘର ପାଇଁ ଆବେଦନ କରନ୍ତୁ ।
୭.ରସ୍ତା ପାଶ୍ୱର୍ରେ ବୃକ୍ଷ ଲଗାଇ ସବୁଜ ବଳୟ ସୃଷ୍ଟି କରନ୍ତୁ ।
୮.ଠିକ ସମୟରେ ପରିଷଦର ଟିକସ ପୈଠ କରନ୍ତୁ ।
୯. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ଘର ପାଇଁ ଆବେଦନ କରନ୍ତୁ ।
୧୦ , ପରିଷଦର ବାର୍ଦ୍ଧ୍ୟକ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀ ପରିଷଦରେ ଦରଖାସ୍ତ ଆବେଦନ
କରନ୍ତୁ ।

ସୁଜିତ କୁମାର ଚୌଧୁରୀ ଶ୍ରୀଯୁକ୍ତ ସମ୍ବିଦ କୁମାର ରାଉତ
ନିର୍ବାହୀ ଅଧିକାରୀ, ପ୍ରଶାସକ
ବିଜ୍ଞାପିତ ଅଞ୍ଚଳ ପରିଷଦ , ବିଜ୍ଞାପିତ ଅଞ୍ଚଳ ପରିଷଦ ଗଞ୍ଜାମ ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ