ବିଜ୍ଞାପିତ ଅଂଚଳ ପରିଷଦ , ବେଲପାହାଡ ,ଝାରସୁଗୁଡା

ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବେଲପାହାଡ ପୌରପରିଷଦ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ ।
ପୌର ପରିଷଦର ପରିକଳ୍ପିତ ଯୋଜନାର କାର୍ଯ୍ୟକାରିତା :
୧.ନୂତନ ବସ ଷ୍ଟାଣ୍ଡ ନିର୍ମାଣର ଶୁଭାରମ୍ଭ ।
୨.କଲ୍ୟାଣୀ ମଣ୍ଡପ ନିର୍ମାଣ କାର୍ଯ୍ୟ ପ୍ରଗତି ପଥେ ।
୩.ଗୁମାକେରା ବଡ କଂଟାର ପୁନରୁଦ୍ଧାର କାର୍ଯ୍ୟ ସମାପନ ।
୪.ପୌରବାସୀଙ୍କୁ ପାନୀୟଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାରମ୍ଭ ।
୫.ନୂତନ ଶ୍ମଶାନ ଘାଟର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ।
୬.ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ।
୭. ଭେଣ୍ଡିଂ ଜୋନର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ।
ପୌରବାସୀଙ୍କୁ ନିବେଦନ –
୧. ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ମାମଲାରେ ନାମଫଳକ ଗୁଡିକ ଓଡିଆ ଭାଷାରେ ଲେଖନ୍ତି ।
୨.ପୌର ପରିଷଦର ଦେୟ ସଠିକ ସମୟରେ ପୈଠ କରନ୍ତୁ ।
୩.ସର୍ବସାଧାରଣ ରାସ୍ତା ଓ ନାଳ ଉପରେ ନିର୍ମାଣ ସାମଗ୍ରୀ ଯଥା ଇଟା , ବାଲି ,ମାଟି ,କାଠ, ବାଉଁଶ ଆଦି ପକାଇ ଯାତାୟତରେ ବ୍ୟାଘତ କରନ୍ତୁ ନାହିଁ ।
୪.ଗୃହପାଳିତ ପଶୁଗୁଡିକୁ ରାସ୍ତାର ଏଣେତେଣେ ବୁଲିବାକୁ ଦିଅନ୍ତୁ ନାହିଁ ।
୫.ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ ପୈରପରିଷଦକୁ ସହେଯାଗ କରନ୍ତୁ ।
୬.୫୦ମାଇକ୍ରୋନରୁ କମ ମୋଟେଇ ବିଶିଷ୍ଟ ପଲଥିନ ବ୍ୟବହାର ବର୍ଜନ କରନ୍ତୁ ।
୭.ପୌର ପରିଷଦର ସମ୍ପତ୍ତି ଆପଣଙ୍କ ସମ୍ପତ୍ତି , ଏଣୁ ହାର ସୁରକ୍ଷା କରନ୍ତୁ ।
ଶ୍ରୀମତି ଅନୁପମ ଭଏଁସା ଶ୍ରୀ ପର୍ଶୁରାମ ସାହୁ
ଉପାଧ୍ୟକ୍ଷା ଅଧ୍ୟକ୍ଷ
ଶ୍ରୀ ଲୋକନାଥ କୁମାର ତିୱାରୀ ନିର୍ବାହୀ ଅଧିକାରୀ ଓ ସମସ୍ତ ପୌର କର୍ମଚାରୀ ବୃନ୍ଦ , ପୌର ପରିଷଦ, ବେଲପାହାଡ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ