ବିଜ୍ଞାପିତ ଅଂଚଳ ପରିଷଦ ,ସୋରଡା ,ଗଂଜାମ
ପବିତ୍ର ସ୍ୱାୟତ ଶାସନ ଦିବସ ୨୦୧୯ ଅବସରରେ ଆମ ପରିଷଦ ତାର ପ୍ରିୟ ସହରବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ଶାନ୍ତି, ମୈତ୍ରୀ,ଭାଇଚାରାର ବାର୍ତ୍ତା ବହନ କରୁଥିବା ଆମ ସୋରଡା ସହରକୁ ସ୍ୱଚ୍ଛ ,ସବୁଜ, ସୁନ୍ଦର,ଖୋଲା ଶୈାଚ ମୁକ୍ତ ,ଓ ପଲିଥିନ ମୁକ୍ତ ଏବଂ ଶୃଙ୍ଖଳିତ ରଖି ଆମ ପରିଷଦର ମୂଳ ଲକ୍ଷ୍ୟ ,ଆପଣଙ୍କ ସମସ୍ୟା ଆମର ସମାଧାନ କୁ ସଫଳ କରିବା ପାଇଁ ପରିଷଦର ସମସ୍ତ କାର୍ଯ୍ୟରେ ସହରବାସୀଙ୍କର ସହଯୋଗ ଓ ଗଠନ ମୂଳକ ସହଯୋଗ କାମନା କରୁଅଛୁ ।
ଆମ ପରିଷଦ ବିକଶିତ ପଥରେ ………
ଶ୍ରୀ ବିପିନ କୁମାର ପ୍ରଧାନ, ଓ, ପ୍ର ,ସେ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ଓ.ପ୍ର. ସେ
କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାସକ