ବିଜୟ ଅଭିଯାନରୁ ବିଶ୍ୱକପ ଆରମ୍ଭ କଲା ଭାରତ

ଇଦ ରେ ଦମଦାର ସୁରୁଆତ କରିଛି ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ରେ ଡାର୍କ ହସ୍ର ଥିବା ସାଉଥ ଆଫ୍ରିକାକୁ ୬ ୱିକେଟ ରେ ପରାସ୍ତ କରି ବିଜୟ ଅଭିଯାନ ରୁ ବିଶ୍ୱକପ ର ଅଭିଯାନ ଆରମ୍ବ କରିଛି । ଦକ୍ଷିଣ ଆଫ୍ରିକା ଊାରତ ସମୂହରେ ୨୨୮ ରନ ର ବିଜୟ ଲକ୍ଷ ରଖିଥିଲା । ଓପେନିଙ୍ଗ ବ୍ୟଟ, ମ୍ୟାନ ରୋହିତ ଶର୍ମା ବିଶ୍ୱ କପରେ ପ୍ରଥମ ସେଞ୍ଚୁରୁ ମାରି ଭାରତ କୁ ବିଜୟ ଭେଟି ଦେଇଥିଲେ ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଖରାପ ପ୍ରଦର୍ଶନ କରି ଲଗାତର ଭାବେ ୩ ଟି ମ୍ୟାଚ ଖେଳି ପରାଜୟ ବରଣ କରିଛି । ଭାରତ ତାର ଦ୍ୱିତୀୟ ମ୍ୟାଚ ଆସନ୍ତା ୯ ତାରିଖ ରେ ଅଷ୍ଟ୍ରେଲିଆ ବିପକ୍ଷ ର୍ ଖେଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ