ବିଜୟ ଙ୍କ ମିଳିଲା ନୁଆ ପଦବୀ

ଦଳୀୟ ଟିକେଟରୁ ବଞ୍ଚିତ ବିଜେଡି ନେତ। ବିଜୟ ନ।ୟକଙ୍କୁ ଦଳର ସ।ଧ।ରଣ ସମ୍ପ।ଦକ ଭ।ବେ ଆଜି ନିଯୁକ୍ତି ମିଳିଛି। ତ।ଙ୍କୁ ଗତ ସପ୍ତ।ହରେ ବିଜେପୁର ନିର୍ବ।ଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭ।ବେ ନିଯୁକ୍ତି ମିଳିଥିଲ।। ଶ୍ରୀ ନ।ୟକ ଏବେ ବିଜେଡି ସମ୍ପ।ଦକ ଭ।ବେ କ।ର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଦଳର ମିଡିଆ ମ୍ୟ।ନେଜମେଣ୍ଟ ଦ।ୟିତ୍ୱରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ