ବିଦେଶୀ ମଦ ଭର୍ତ୍ତି ଟ୍ରକ ଅଟକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବିଦେଶୀ ମଦ ରେ ଭର୍ତ୍ତି ହୋଇଥିବା ଏକ ଟ୍ରକ ଗୋଟିଏ ଗାଁରେ ଥିବାବେଳେ କୌଣସି ସୂତ୍ର ରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା ମିଳିତ ଭାବେ ଧୁମୁଛାଇ ପଞ୍ଚାୟତ କେବ୍ରି. ବରହମପୁର ଗାଁରେ ବିଦେଶୀ ମଦ ଭର୍ତ୍ତି ଟ୍ରକ କୁ ଜବତ କରିଛନ୍ତି l ସେହି ଟ୍ରକ ଗାଡି ର ଡ୍ରାଇଭର ଠାରୁ ସନ୍ତୋଷ ଜନକ ଉତ୍ତର ମିଳିନଥିବାରୁ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଏବଂ ବେଲଗୁଣ୍ଠା ଫାଣ୍ଡି ଓ. ଆଇ. ସି ଙ୍କୁ ସେହି ସ୍ଥାନ କୁ ଡକାଯାଇ ଟ୍ରକଟିକୁ ହସ୍ତାନ୍ତର କରିଥିଲେ l ଟ୍ରକ ଡ୍ରାଇଭର ଏବଂ ହେଲ୍ପର ସେହି ଗ୍ରାମର ବୋଲି ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ