ବିଦ୍ୟୁତ୍ ଆଘାତରେ ଗର୍ଭବତୀ ମହିଳା ମୃତ

ଭଞ୍ଜନଗର , ( ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମରେ ଅଘଟଣ । ଗ୍ରାମର ଶଙ୍କର ଗୈାଡଙ୍କ ସ୍ତ୍ରୀ ରୁବି ଗୈାଡ ଘରର ଲୁଗା ପଟା ଆଇରନ କରୁଥିବା ସମୟରେ ବିଦ୍ୟୁତ୍ ସ୍ପଶର୍ଷରେ ଆସି ସେ ଗୁରୁତର ଆହାତ ହୋଇଥିଲେ । ମହିଳାଙ୍କୁୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟରେ ଭର୍ତ୍ତିକରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗର୍ଭବତୀ ମହିଳା ଜଣକ ବିଦ୍ୟୁତ ସ୍ପଶର୍ଷରେ ଆସି ପ୍ରାଣ ଚାଲିଯାଇଥିବାର ୁ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୬/୧୯ ରେ ଏକ ଅପମୃତ ମାମଲା ରୁଜୁ କରି ଶବବେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ