ବିଦ୍ୟୁତ ଆଘାତରେ ଏନ୍ ଜେ ଏନ୍ କର୍ମଚାରୀ ମୃତ
ଅନୁଗୋଳ, : ଅନୁଗୋଳ ଜିଲା ତାଳଚେର ସହରର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ନିକଟ ରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି କ୍ଷ ସୂଚନା ମୁତାବକ ଆଜି ପ୍ରାୟ ଦିନ ୧୨ ଟା ସମୟରେ କାର୍ୟ୍ୟରତ କର୍ମଚାରୀ ଅଭିଜିତ ସାହୁ (୨୫) ଙ୍କର ବିଦ୍ୟୁତ ଆଘାତରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି କ୍ଷ ମୃତକ ବ୍ୟକ୍ତି ଙ୍କ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ବୋଲି ଜଣା ପଡିଛି