ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧିନରେ ଥିବା ବଡସାହି ବଜାରରେ ଦିର୍ଘ ୧୦ ବର୍ଷ ଧରି ଦିବ୍ଯଯ୍ଯେତୀ ଜେନା ନାମକ ଜଣେ ସତ୍ୟବାଦୀ ଏବଂ ସଚୋଟ ଯୁବକ ମୋବାଇଲ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ ।ମାତ୍ର ଆଜି ତାଙ୍କ ଦୋକାନ ରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ବିଦ୍ଯୁତ୍ ଆଘାତ ହେବା ଯୋଗୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ତେବେ ଏହି ଦୁଃଖଦାୟକ ଘଟଣା ପାଇଁ ବଡସାହି ଅଞ୍ଚଳ ବାସୀ ଏବଂ ମୃତକ ପରିବାର ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି