ବିଧାନସଭାର ଶୀତକାଳୀନ ଅଧିବେଶନ ୧୩ ତାରିଖ ଠାରୁ ୧୯ଯାଏଁ ଚାଲିବ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଠାରୁ ଶୀତକାଳିନ ଅଧିବେଶନ ବିଧାନସଭାରେ ବସିବା ସହ ଡିସେମ୍ବର ୧୯ ଯାଏଁ ଚାଲିବ । ନଭେମ୍ବର ୧୩ ତାରିଖରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନା ହେବା ସହ ଚଳିତ ଅଧିବେଶନରେ ୨୦ ଟି ସରକାରୀ କାର୍ଯ୍ୟଦିବସ ରହିଛି । ସେପଟେ ଶାସକ ଦଳ ବିରୋଧି ଦଳକୁ ଘେରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସେପଟେ ରାଜ୍ୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କୁ କେନ୍ଦ୍ର କରି ବିରୋଧି ବିଧାନସଭାରେ ଘଟଗୋଳ କରିପାରନ୍ତି ।ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ ୧୩ ତାରିଖ ସକାଳେ ବିଜେଡି ବିଧାୟକ ଦଳ ବୈଠକ ବସିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ