ବିଧାନସଭା ରେ ବିଜେପି ବିଧାୟକ ଦଳ ର ମୁଖ୍ୟ ସଚିବ ହେଲେ ମୋହନ ମାଝୀ

ବିଧାନସଭା ର ବିଜେପି ର ବିରୋଧି ଦଳ ପ୍ରଦୀପ ନାୟକ ଘୋଷଣା ହେବାପରେ ଆଜି ଭାରତୀୟ ଜନତା ପାର୍ଟି ଧାମନଗର ବିଧାୟକ ବିଷ୍ଣୁ ସେଠୀ ଙ୍କୁ ବିଧାନସଭା ର ବିରୋଧୀ ଦଳ ର ଉପନେତା ଭାବେ ଘୋଷଣା କରାଯାଇଛି ତା ସହିତ କେନ୍ଦୁଝରର ସଦର ବିଧାୟକ ମୋହନ ମାଝି ଙ୍କୁ ବିଧାୟକ ଦଳ ର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ