ଗଞ୍ଜାମ ରାଜ୍ୟ ବିଧାୟକ ରମେଶ ଜେନା ଙ୍କୁ ପ୍ରଚାର ପାଇଁ କୋର୍ଟ ଅନୁମତି ଦେଲେ… 21/03/2022 YWPSENU8 0 Comments ବିଧାୟକ ରମେଶ ଜେନା ଙ୍କୁ ପ୍ରଚାର ପାଇଁ କୋର୍ଟ ଅନୁମତି ଦେଲେ... ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନା ଙ୍କୁ ପୁଣି ଦୁଇ ଦିନ(ଆଜି ଓ ଆସନ୍ତାକାଲି) ଵ୍ରହ୍ମପୁର ସହରରେ ପ୍ରଚାର ପାଇଁ କୋର୍ଟ ଅନୁମତି ଦେଲେ । ସ3 ଗତକାଲି ସନ୍ଧ୍ୟାରେ ସହର ଛାଡିଥିଲେ ପୁଣି ଆଜି ସହରରେ ପ୍ରବେଶ କଲେ । ପୂର୍ବରୁ ମାର୍ଚ୍ଚ 12 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ କୋର୍ଟ ଅନୁମତି ଦେଇଥିଲେ । Spread the love