ବିଧ୍ୟାକ ଙ୍କ ବଦାନ୍ୟତା
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ନିକଟକୁ ଖବର ଆସିବା ସାଙ୍ଗେ ତୁରନ୍ତ ମୃତ ଶରୀର ନିକଟରେ ପହଞ୍ଚି ଶବ ସତ୍କାର ବ୍ୟବସ୍ଥା ଯଥା ରୀତି ଅନୁସାରେ କରାଇଥିଲେ ।ଓଡିଶା ମୋ ପରିବାର ଓ ବିଜୁ ପରିବାରର ବହୁ ସଦସ୍ୟଙ୍କ ସହ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ କରାଇଥିଲେ ।ଏହା ପୂର୍ବରୁ ମଧ୍ୟ ବିଧାୟକ ଅନେକ ଅସହାୟକଙ୍କ ସହାୟ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି ।ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଏହି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରିବା ସହ ସମସ୍ତ ସାହାଯ୍ୟ ସହାୟତା କୁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶା ମୋ ପରିବାର ପକ୍ଷରୁ ଅସହାୟକ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆମେ ଦୃଢ ସଂକଳ୍ପ ବୋଧ ବୋଲି ସୂଚନା ଦେଇଛନ୍ତି ଓଡିଶା ମୋ ପରିବାରର ସାଧାରଣ ସଂପାଦକ ତଥା ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ।


