ବିନା କଳା ପଟାରେ ଚାଲିଛି ପାଠ ପଢା

ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକ ରେ ବିକାଶ ପାଇଁ ବିଭିନ୍ନ କ୍ଷେତ୍ର ରେ ପାଣି ଠାରୁ ରାସ୍ତା ଶିକ୍ଷ୍ୟା ସ୍ବାସ୍ଥ୍ୟ ଉପରେ ଗୃତ୍ତର ଦିଅନ୍ତି ହେଲେ ବାହାରେ ଚକା ଚକ୍ କୋଠା ଭିତରେ ନାନା ସମସ୍ୟା କୋଟି କୋଟି ଟଙ୍କା ମଞ୍ଜୁର ହୋଈ ନିର୍ମାଣ ହେଲା ଖଣି ଅନୁସୁଚିତ ଜାତି ଜନଜାତି ବିଦ୍ୟାଳୟ ଯାହାକି ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢିବା କୋଠା ନିର୍ମାଣ ହୋଇଛି ହେଲେ ଯାହାକି ୨୦୨୨ ମାର୍ଚ୍ଚ ମାସ ପ୍ରଥମ ପହିଲା ରୁ ଆରମ୍ଭ ହୋଇଛି ଏହି କୋଠା ରେ ପାଠ ପଢା ବାହାର କୁ ଚକା ଚକ୍ ହେଲେ ଶ୍ରେଣି ଗୃହ ରେ ନାହିଁ ପିଲା ଙ୍କୁ ପଢ଼ାଇବା ପାଇଁ କଳା ପଟା ଯାହା ଦ୍ୱାରା ପିଲା ଙ୍କୁ ପଢି ବାରେ ବାଧା ସୃଷ୍ଟି ହୋଉଛି ଖାଲି ସେତିକି ନୁହେଁ ବିଦୁତ୍ ସଂଜଗ ପାଇଁ ବାହାରେ ରହିଛି ଟ୍ରଂସ୍ଫର୍ମ ତାହା କାମ ରେ ଆସୁନି ଯାହା ଦ୍ୱାରା ପିଲା ପାଣି ବ୍ୟବହାର ଠାରୁ ବଞ୍ଚିତ ଭିତରେ ନଳ କୂପ ଗୋଟିଏ ନାହିଁ କରେଣ୍ଟ ଚାଲିଗଲେ ବାହାରୁ ନାଳ ପାଣି ବ୍ୟବହାର କରିବାକୁ ପଡ଼ୁଚି ହଷ୍ଟେଲ ଗୃହ ଅଛି ହେଲେ ରୋଷେଇ ଶାଳ ଗୃହ ନାହିଁ କି ପିଲା ବସି ଖାଇବା ପାଇଁ ଜାଗା ନାହିଁ ପିଲା ବର୍ଷା ହେଲେ ଛତା ଧରି ଲମ୍ଭା ଧାଡ଼ିରେ ରହି ଖାଦ୍ୟ ନେବାକୁ ପଡୁଛି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ଯ ଅଭାବ ୨୮୬ପିଲା ଙ୍କୁ ୪ଶିକ୍ଷକ ପାଠ ପଢିବାରେ ବାଧା ସୃଷ୍ଟି ହେବା ରେ ଲାଗିଛି ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ରୁ ପିଲା ଙ୍କ ଖେଳ ପଡିଆ ମଧ୍ଯ ସୁରକ୍ଷିତ ନଥିବା ଛାତ୍ର ଛାତ୍ରୀ କହିଛନ୍ତି ସେପଟେ ଲାଗିରହିଥିବା ସମସ୍ୟା ଗୁଡ଼ିକ ବିଷୟ ରେ ବାରମ୍ବାର ବ୍ଲକ୍ ମଙ୍ଗଳ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହେଇପାରୁନି ନା କୁ ମାତ୍ର ସରକାର ଆଦିବାସୀ ଅଧ୍ୟୁଷିତ ଛାତ୍ର ଛାତ୍ରୀ ଙ୍କ ବିକାଶ ଓ ଶିକ୍ଷ୍ୟା କ୍ଷେତ୍ର ରେ ବାହା ବାହା ନେଉଥିବା ବେଳେ ଏହି ଅନୁସଚିତ୍ ଜାତି ଜନଜାତି ବିଦ୍ୟାଳୟ ଦେଖିଲେ ଜଣା ପଡ଼ୁଛି କିଭଳି ପାଠ ପଢିବା ପାଇଁ ଶିକ୍ଷା ବିଭାଗ ଦେଉଛି ସେପଟେ ତୁରନ୍ତ ଲାଗି ରହିଥିବା ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ