ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ

 

ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ । ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି । ତେବେ ଛତିଶଗଡ଼, ଘରେ ବିବାହ ଭୋଜିର ଆୟୋଜନ ହୋଇଥାଏ । ଏହି ବିବାହରେ କନ୍ୟାଘର ସଦସ୍ୟ ବରଘରକୁ କନ୍ୟାଯାତ୍ରୀ ଭାବେ ଆସିଥାନ୍ତି । ଏହାକୁ କେତେକ ତୋଳା କନିଆ ବିବାହ ବୋଲି କହିଥାନ୍ତି । ବରଘର ପକ୍ଷରୁ ଏଭଳି ବିବାହରେ କନ୍ୟାଘରଠାରୁ କନିଆ କିଣାଯାଇଥାଏ । ଏହାକୁ କନ୍ୟାସୁନା କୁହାଯାଏ ।

 


 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ