ବିଭିନ୍ନ ଥାନା ଅଂଚଳରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଯାଂଚ ୭୨ ହଜାର ଜରିମାନା ଆଦାୟ

ଛତ୍ରପୁର (ଦେବଦତ୍ତ ମହାରଣା): ଶନିବାର ସକାଳ ଠାରୁ ରବିବାର ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ନେଇ ୪୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨ ଜଣଙ୍କ ଡ୍ରଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯାଇଛି । ସେହିପରି ବିନା ମାସ୍କ ଧାରୀମାନଙ୍କ ଠାରୁ ୨୩ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୪ ଟି ଅବକାରୀ ମାମଲା ରୁଜୁ କରାଯାଇ ୬୮.୪ ଲିଟର ମଦ ଜବତ କରିାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ