ବିମାନକିଣା ଦୁୁର୍ନୀତିରେ ଇଡି ପକ୍ଷରୁ ଚିତାମ୍ବରମଙ୍କୁ ସମନ
ପୁଣୀ ବିବାଦରେ ଚିତାମ୍ବରମ । ବିରଷ୍ଠ କଂଗ୍ରେସ ନେତା ପିତାମ୍ବରମ ପୂର୍ବରୁ ଆଇଏନଏକ୍ସ ଓ ଏୟାରସେଲ ମ୍ୟାକ୍ସିସ ମାମଲାରେ ପୂର୍ବରୁ ଜାମିନ ପାଇଥିବା ଚିତାମ୍ବରମ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି ) ଏ ମାମଲାରେ ସମନ କରିଛନ୍ତି । ୟୁପିଏ କ୍ଷମତାରେ ଥିବାବେଳେ ବିମାନ କିଣାରେ ଘୋଟାଲା ହୋଇଥିଲା ।ଇଡି ପକ୍ଷରୁ ସମନ ଜାରି କରାଯାଇଛି । ସେ ଅଗଷ୍ଟ ୨୩ ତାରିଖରେଇଡିରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡିଛିି । ଏୟାରବସ ଫାଇଲ ଚିତାମ୍ବରମଙ୍କ ପାଖକୁୂ ଯାଇଥିôଲା ତେଣୁ ଏହ÷ି ମାମଲା ରେ ଜେରା ପାଇଁ ତଦନ୍ତ ଜାରୀ ରହିବା ଦରକାର ବୋଲି ହୃଦୟଙ୍ଗମ କରିଛି । ଏହି ଡିଲରେ ଘୋଟାଲା ହୋଇଥିବାରୁ ଇଡି ତକ୍ରାଳିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ ପଟେଲଙ୍କୁ ୩ ଥର ଜେରା କରାଯାଇଥିବା ଜଣାପଡିଛି । ଏଥିପାଇଁ ୧୭୫ ମିଲିୟନ୍ ଡଲାରର ଚୁକ୍ତି ଚୂଡାନ୍ତ ଡିଲ ବେଳେ ଏହି କ୍ଲଜକୁ ବାଦ ଦିଆଯାଇଛି । ଚୂଡାନ୍ତ ଡିଲ ଏହି କ୍ଲଜକୁ ବାଦ ଦିଆଯାଇଥିବାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଇଡି ସନ୍ଦେହ ପ୍ରକାଶ କରିଛି ।