ବିମାନ ଦୂର୍ଘଟଣା ଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ଆମେରିକାର ଏକ ବିମାନ ଆକାଶରୁ ଖସିପଡି ଗଛରେ ଲଟକିପଡିଲା । କଥାଟି ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଆମେରିକାର ଇଡାହୋ ଠାରେ ଏହି ଭଳି ଘଟଣା ଘଟିଛି । କିନ୍ତୁ ୬୦ ଫୁଟ ଗଛ ଡାଳରେ ବିମାନଟି ଲାଗିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିମାନ ପାଇଲଟ । ବିମାନ ଗଛରେ ଲଟକି ରହିଲା ପରେ ସୁରକ୍ଷାକର୍ମୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପାଇଲଟ ଜଣକୁ ଉଦ୍ଧାର କରିଥିଲେ । ପାଇଲଟ ଜଣକ ଜନ୍ ନିଜର ସିଙ୍ଗଲ ଇଞ୍ଜିନ ପାଇପର କବ ପିଏ ଚଳାଇଥିବା ବେଳେ ଏଭଳି ସମ୍ମୁଖିନ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ