ବିରଳ ଗାଁ : ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକେପ୍ଟର

ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି । ଏହାକୁ “ସୁପର୍ ଭିଲେଜ’ କୁହାଯାଇଥାଏ । ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡ଼ି ଅଛି । ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ହେଲିକପ୍ଟର ରହିଛି । ଏହି ଗାଁ ଆଗରୁ ଏମିତି ଧନୀ ନ ଥିଲା । ଏଠାରେ ବାସ କରୁଥିବା ବୁ ରେନବୋ ଗାଁର ବିକାଶ କରାଇଥିଲେ । ସେ ଏକ କମ୍ପାନୀ ଗଠନ କରି ଏହା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ଗାଁର ବିକାଶ ଦିଗରେ ଉଦ୍ୟମ କରିଥିଲେ । ଏବେ ଗାଁ ଲୋକେ ବିଭିନ୍ନ ଇସ୍ପାତ ଓ ଜାହାଜ କମ୍ପାନୀ ସହିତ କୋଟି କୋଟି ଟଙ୍କାର କାରବାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ