(ଯୁଗାବ୍ଦ ନ୍ୟୁଜ )କଳାହାଣ୍ଡି ଜିଲ୍ଲା କଲମପୁର ଗ୍ରାମ ଦେଇ ପ୍ରଭାବିତ ହୋଇଥିବା ହାତୀ ନଦୀ ରେ ଆଜି ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ଘଚଣା । ଜଣେ ମାଛ ଧରାଳି ମାଛ ମାରୁଥିବା ସମୟରେ ବିରଳ ପ୍ରଜାତିର ମାଛ ତାଙ୍କ ଜାଲ ରେ ପଡିଯାଇଥିଲା । ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ମାଛ ଟି ର ଓଜନ ପ୍ରାୟ ୨୦ କିଲୋ ଥିବା ଜଣା ପଡିଛି ।