ବିରୁଳିଗଡ଼ରେ ଦଣ୍ଡକାଳୀ ପୂଜା ଖବର ପାଇ ବନ୍ଦ କଲେ ବିଡ଼ିଓ, ପାଞ୍ଚଗିରିଫ
ଗଞ୍ଜାମ:ଗଂଜାମ ବ୍ଳକର ଅନ୍ତର୍ଗତସାନରାମଚନ୍ଦ୍ର ପଞ୍ଚୟତ ର ବିରୁଳିଗଡ଼ ଗ୍ରାମରେରେ।ଆଜି ସନ୍ଧ୍ୟା ରେ ଦଣ୍ଡକାଳୀ ପୂଜା ଗ୍ରାମର ଥିବା ଚନ୍ଦିନୀପିଠରେ ହେଉଥିବା ଖବର ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ସେଠାରେ ପଂହଁଚି ବନ୍ଦ କରିଥିଲେ । ପରେ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠି ଦଣ୍ଡନାଟ ବାହାର କରି ପୂଜା କରୁଥିବା ପାଞ୍ଚଜଣ ଦଣ୍ଡୁଆ ଙ୍କୁ ଗିରିଫ କରିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିବା ସହ ସମସ୍ତପର୍ବ ପର୍ବାଣୀ ପାଳନ କୁ ରୋକ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ଦଣ୍ଡନାଟକୁ ରୋକ ଲଗାଯାଇଥିବା ବେଳେ ଆରମ୍ଭ ଦିନ ବିଡ଼ିଓ ରାୟ ବିରୁଳିଗଡ଼ ଯାଇ ଦଣ୍ଡନାଟ ବାହାର ନ କରିବାକୁ ବୁଝାଇବା ସହ ତଗିତ କରିଥିଲେ ।


