ବିଲ ଗେଟ୍ସ କୁ ହଟାଇ ଦ୍ୱିତୀୟ ସ୍ଥାନ ରେ ରହିଲେ ବର୍ଣ୍ଣାଡ

(ଯୁଗାବ୍ଦ ନ୍ୟୁଜ) ବିଲ ଗେଟ୍ସ ନୁହେଁ ବର୍ଣ୍ଣାଡ ଆର୍ନାଲ୍ଡ ବିଶ୍ୱ ର ଦ୍ୱତୀୟ ଧନୀବ୍ୟକ୍ତି । ବିଳାସ ପୂର୍ଣ୍ଣ ସାମଗ୍ରୀ କମ୍ପାନୀ ଏଲଭିଏମଏଚ ର ଅଧ୍ୟକ୍ଷ ବର୍ଣ୍ଣାଡ ଙ୍କ ମୋଟ ସମ୍ପତ୍ତି ୭.୪୫ଲକ୍ଷ କୋଟି ଟଙ୍କା ରେ ପହଁଚିଛି । ଅନ୍ୟପକ୍ଷରେ ମାଇକ୍ରୋସଫ୍ଟ ର ପ୍ରତିଷ୍ଠାତା ବିଲ ଗେଟ୍ସ ଏବେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ବର୍ଣ୍ଣାଡ କମ୍ପାନୀ ର ପ୍ରତି ସେୟାର ର ମୁଲ୍ୟ ୧.୩୮ ପ୍ରତିଶତ ରେ ପହଁଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ