ବିଳମ୍ଭିତ ରାତିରେ ଶପଥ ଗ୍ରହଣ କରିବେ ପ୍ରମୋଦ ସାଓô୍ନ୍ତ

ଗୋଆ ବିଧାନ ସଭାରେ ବାଚସ୍ପତି ପ୍ରମୋଦ ସାୱଂନ୍ତ ରାତି ଅଧରେ ମୁଖ୍ୟମନ୍ତ୍ୀ ଭାବେ ଶପଥ ଗ୍ରହଣ କରିବେ । ସୋମବାର ରାତିରେ ସେ ଶପଥ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ପାରିକର ଙ୍କର ପରଲୋକ ହେଲା ପରେ ଯେଉଁ କଳ୍ପନା ଜଳ୍ପନା ଚାଲଇଥିଲା । ତାହା ଆଜି ରାତିରେ ରୋଚକ ମୋଡରେ ପହଞ୍ଚିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲଇଛି । ଗୋଆ ରାଜନୀତି ଉପରେ ଅଭିଞତା ଥିବା ପ୍ରମୋଦ ସାୱଂନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଠିକ ସେହିପରି ମହାରଷ୍ଟ୍ରର ଗୋମାନ୍ତକ ପାର୍ଟି ରାମକ୍ତିର୍ଷ୍ର ବିଜୟ ସରାଦେଶାଇ ଉପମୁଖ୍ୟମନ୍ତ୍ରୀ ହେବା ର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ